Masthead

ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ମାମଲା ତଦନ୍ତ ତଦାରଖ ପ୍ରସଙ୍ଗରେ ଘେରିଲା ବିଜେପି । ରାଜ୍ୟ ସରକାରଙ୍କୁ ଚାଲେଂଜ କଲେ ବିଜେପି ନେତା ପୀତାମ୍ବର ଆଚାର୍ୟ୍ୟ। ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତିକୁ ଚାଲେଞ୍ଜ କରିଛନ୍ତି । କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନଥିବା ସେ ନିଜେ ପ୍ରମାଣ କଲେ । ତଦନ୍ତ ତଦାରଖ ପାଇଁ ଜଣେ ହାଇକୋର୍ଟ ଜଜଙ୍କୁ ନିଯୁକ୍ତି ପାଇଁ ଚିଠି ଲେଖିଲେ, କିନ୍ତୁ କେଉଁ ଚିଠି ଆଧାରରେ ଜଷ୍ଟିସ ଦାସଙ୍କୁ ନିଯୁକ୍ତି ଦିଆଗଲା ଏବଂ ନିଯୁକ୍ତି ସଂପର୍କିତ ସେ ଚିଠି ସର୍ବସାଧାରଣଙ୍କୁ ଦେଖାନ୍ତୁ ବୋଲି କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ । କୋର୍ଟ ମନିଟରଡ ଇନଭେଷ୍ଟିଗେସନ କଥା ସଂପୂର୍ଣ୍ଣ ମିଛ- ପୀତାମ୍ବର -ସରକାର ହାଇକୋର୍ଟ ମୁଣ୍ଡରେ ନଡିଆ ଭାଙ୍ଗୁଛନ୍ତି କହିଲେ ପୀତାମ୍ବର ଆଚାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି