Before Header

ଆଜି ଛତିଶାନିଯୋଗ ବୈଠକ

0 19

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ବସିବ ଛତିଶା ନିଯୋଗ ବୈଠକ । ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ ବେଶ ଶୃଙ୍ଖଳିତ କିଭଳି କରାଯାଇପାରିବ ସେନେଇ ହେବ ଆଲୋଚନା । ଏଥିସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ନଜର ରଖି ସମନ୍ବୟ ଭିତ୍ତିରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ ।

Leave A Reply

Your email address will not be published.