Masthead

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ଚୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ଚୟନ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମୋଟ ୧୦ ଜଣ କୋଚଙ୍କୁ ଚୟନ କରାଯାଇଛି । ସେମାନେ ହେଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ବର୍ଗରେ ଟିପି ଓସେଫ୍ (ଆଥଲେଟିକ୍ସ), ସରକାର ତଲୱାର (କ୍ରିକେଟ୍), ସରପଲ ସିଂ (ହକି), ଆଶାନ କୁମାର (କବାଡି) ଏବଂ ତପନ କୁମାର ପାନିଗ୍ରାହି (ସନ୍ତରଣ)ଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ନିୟମିତ ଦ୍ରୋଣାଚାର୍ୟ୍ୟ ବର୍ଗରେ ବିଜେତାମାନେ ହେଉଛନ୍ତି ରାଧାକୃଷ୍ଣନ୍ ନାୟାର ପି (ଆଥଲେଟିକ୍ସ), ସାନ୍ଧ୍ୟା ଗୁରୁଙ୍ଗ (ବକ୍ସିଂ), ପ୍ରୀତମ ସିୱାଚ୍ (ହକି), ଜୟ ପ୍ରକାଶ ନୌଟିଆଲ୍ (ପାରା ଶୁଟିଂ) ଏବଂ ସୁବ୍ରମଣ୍ୟମ୍ ରମଣ (ଟେବୁଲ୍ ଟେନିସ୍), ପୂର୍ବତନ ବିଶ୍ୱ ତଥା ଏସୀୟ ଚାମ୍ପିଅନ୍ ବକ୍ସର ଲେଖା କେସି, ଅଭିଜିତ୍ କୁଣ୍ଟେ (ଚେସ୍), ଦବିନ୍ଦର ସିଂ ଗାରଚା (ହକି) ଏବଂ ବିକାଶ କୁମାର (କବାଡି), ସଞ୍ଜନ୍ ସିଂ (ରେସଲିଂ) ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି