Masthead

ଜମିଜମା ବିବାଦକୁ ନେଇ ଥାନା ଆଗରେ ପରିବାର ସହ ଧାରଣା

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ପୈତୃକ ଜମିଜମା ବିବାଦକୁ ନେଇ ବାଲିଆପାଳ ପୋଲିସ ପକ୍ଷରୁ ନ୍ୟାୟ ନପାଇବା ପ୍ରତିବାଦରେ ବାଲିଆପାଳ ଥାନା ଆଗରେ ଧାରଣାରେ ବସି ଛନ୍ତି ପରିବାର । ବାଲିଆପାଳ ଥାନା ଅଧୀନ ବଳରାମ ବେହେରା ଓ ରବିନ୍ଦ୍ର ବେହେରା ପରିବାର ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗିରହିଥିବା ବେଳେ ବଳରାମ ବେହେରାଙ୍କ ପରିବାର ନ୍ୟାୟ ପାଇଁ ବାରମ୍ବାର ବାଲିଆପାଳ ଥାନାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଫଳରେ ରବିନ୍ଦ୍ର ବଳରାମ ବେହେରାଙ୍କ ପରିବାରକୁ ନାନାଦି ହୈରାନ୍ ହରକତ କରିବା ସହ ବାହାରିବା ପାଇଁ ରାସ୍ତା ମଧ୍ୟ ବନ୍ଦ କରିଥିଲେ। ବାଲିଆପାଳ ଥାନାରେ ବାରମ୍ବାର ଅଭିଯୋଗ ପରେ କୌଣସି ନ୍ୟାୟ ନମିଳିବାରୁ ବାଧ୍ୟହୋଇ ନିଜର ବୁଢା ବାପା,ମାଆଙ୍କ ସହ ସପରିବାର ବାଲିଆପାଳ ଥାନା ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ