Masthead

ଚା’ ଖଟିରେ ଗଣ୍ଡଗୋଳ, ଚିଲିକାର ପୂର୍ବତନ ବିଧାୟକଙ୍କୁ ଅଣ୍ଡାମାଡ ଅଭିଯୋଗ

ବାଣପୁର(ବଡ଼ ଖବର ବ୍ୟୁରୋ) ଆଜି ସକାଳ ୮ଟା ସମୟରେ ରଘୁନାଥ ସାହୁ ପୂର୍ବତନ ବିଧାୟକ ଚିଲିକା ପହଞ୍ଚିବା ସମୟରେ ଅନ୍ୟଏକ ଗୋଷ୍ଠି ସେଠାରେ ଅଣ୍ଡାମାଡ କରିବା ଆରମ୍ଭ କରିଦେଇଥିଲେ। ପାଖରେ ଗାଁ ଲୋକେ ଚା ପିଉଥିଲେ । ସେମାନଙ୍କ ଦେହରେ ପଡିବାରୁ ସେମାନେ ବିରୋଧ କରିଥିଲେ ।

ଅନୁରୋଧ କଲେ ଦୟାକରୀ ଏଠାରେ ଏଭଳି କରନାହିଁ ଆମେ ନିଜ ଛକରେ ଚା ପିବାକୁ ଆସିଥିବା ଲୋକେ ହଇରାଣ ହେବୁ। ଏକଥା ଶୁଣି ସଙ୍ଗେ ସଙ୍ଗେ ଉତ୍ୟକ୍ତ ହୋଇ ସେଠାରେ ଥିବା ସାଧାରଣ ଜନତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ଓ କେହି ବିରୋଧ କଲା ତାକୁ ମାଡ ମାରିଥିଲେ। ଫଳରେ ସାହିଲୋକ ମାଡର ଶିକାର ହେବାସହ ଥାନାରେ ଅଭିଯୋଗ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ