Masthead

ବାସୁଦେବପୁର କଂଗ୍ରେସର ପୌରପାଳିକା ଘେରାଉ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ବାସୁଦେବପୁର କଂଗ୍ରେସ ପକ୍ଷରୁ ପୌରପାଳିକା ଘେରାଉ । ବିଭିନ୍ନ ଦାବିନେଇ ପୌରପାଳିକା ଘେରାଉ ଉଦ୍ୟମ କରିଛି କଂଗ୍ରେସ । ଆଗାମୀ ୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ବାସୁଦେବପୁର ରାଜନୀତି ସେତିକି ସରଗରମ ହେବାରେ ଲାଗୁଛି । ବାସୁଦେବପୁର କଂଗ୍ରେସ ନେତା ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ପୌରପାଳିକାର ବିଭିନ୍ନ ଅନିୟମିତତାକୁ ନେଇ ହଜାର ହଜାର କଂଗ୍ରେସ କର୍ମୀ ଏକତ୍ରିତ ହୋଇଛନ୍ତି । ଯେପରିକି ବାସୁଦେବପୁର ଧାମରା ରାସ୍ତା କାର୍ଯ୍ୟ କରୁଥିବା ଠିକା କମ୍ପାନି ଅଧାରୁ ପଳାଇଯିବା । ଧାମରାକୁ ଯାଉଥିବା ଆଇରନ ଗାଡିକୁ ସକାଳୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବନ୍ଦରଖିବା । ରାସ୍ତା ପାଖରୁ ବିଛିନ୍ନ କରିଥିବା ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା ଏବଂ ପୌରପାଳିକାରେ ଏକ ଛତ୍ର ଭାବେ ବିଜେଡି ଅଧକ୍ଷ କାର୍ଯ୍ୟ କରିବାକୁ ନେଇ ଘେରାଉ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ