Masthead

ଆମେ ଯେତିକି ଆସନ ଜିତିଛୁ କଂଗ୍ରେସ ୩ଟି ନିର୍ବାଚନରେ ଜିତିନି: ମୋଦି

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ);ଏନଡିଏ ର ବହୁମତ ପରେ ଏନଡିଏ ବର୍ତ୍ତମାନ ସରକାର ଗଢିବାକୁ ଜାଉଛି । ଏହାରି ମଧ୍ୟରେ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ସପଥ ନେବାକୁ ଜାଉଛନ୍ତି । ଏନେଇ ଆଜି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ନୂତନ ନିର୍ବାଚିତ ସାଂସଦମାନେ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ସଂସଦୀୟ ଦଳର ନେତା କରିବା ସହ ସଂସଦର ସେଣ୍ଟ୍ରାଲ ହଲରେ ଏକ ଉଚ୍ଚସ୍ତରୀୟ ବୈଠକରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିଛନ୍ତି।

ଏହିସମୟରେ ମୋଦି କହିଛନ୍ତି ଯେ, ‘‘୨୦୨୪ ଲୋକସଭା ଫଳାଫଳକୁ ନେଇ ବିରୋଧ ଏନ୍‌ଡିଏକୁ ଥଟା କରୁଛି। ମାତ୍ର ସେମାନେ ଜାଣନ୍ତି ଯେ ଆମେ କେବେ ହାରି ନାହୁଁ। ଗ୍ରାଣ୍ଡ ପୁରୁଣା ଦଳ କଂଗ୍ରେସ ୧୦ ବର୍ଷ ପରେ ବି ୧୦୦ ଛୁଇଁ ପାରିବ ନାହିଁ। ସେ କହିଛନ୍ତି ଯେ ଗତ ତିନିଟି ଲୋକସଭା ନିର୍ବାଚନରେ ସେମାନଙ୍କର ମୋଟ ଆସନ କେବଳ ଆମର ଏହି ନିର୍ବାଚନ ତୁଳନାରେ କମ୍ ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ