Masthead

ହାଥରସ ଦଳାଚକଟା ଘଟଣାରେ ସାମ୍ନାକୁ ଆସିଲେ ବାବା ସୂରଜପାଲ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶହାଥରସ୍ ଦଳାଚକଟା ଘଟଣାକୁ ନେଇ ଭୋଲେ ବାବା ସୁରଜପାଲ୍‌ଙ୍କ ପ୍ରତିକ୍ରିୟା । ପ୍ରଥମ ଥର ମିଡିଆ ଆଗରେ ପ୍ରତିକ୍ରିୟା ରଖିଲେ ସୁରଜପାଲ । ଘଟଣାର ୪ ଦିନ ପରେ ମୁହଁ ଖୋଲିଲେ ସୁରଜପାଲ୍ ଓରଫ୍ ଭୋଲେ ବାବା । ‘କୌଣସି ଦୋଷୀଙ୍କୁ ଛଡ଼ାଯିବନି ବୋଲି ମୋର ବିଶ୍ବାସ ଅଛି’ । ବାବା କହିଛନ୍ତି, ଏଭଳି ଦୁଃଖ ସମୟରେ ଭଗବାନ ଲୋକଙ୍କୁ ଶକ୍ତି ଦିଅନ୍ତୁ।

ଜୁଲାଇ ୨ର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ସୁରଜପାଲ କହିଛନ୍ତି। ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ । ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟ ରଖିବା ଉଚିତ୍‌। ମୁଁ ନିଶ୍ଚିତ ଯେ ଅରାଜକତା ବିସ୍ତାର କରୁଥିବା କେହି ରକ୍ଷା ପାଇବେ ନାହିଁ। ବାବା ଆହୁରି କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହତମାନଙ୍କ ସହିତ ଛିଡ଼ା ହେବାକୁ ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ