Masthead

ଗୋ-ମାଂସ ବୋଝେଇ ଗାଡ଼ି ଜବତ

କଟକ ସଦର (ବଡ଼ ଖବର ବ୍ୟୁରୋ): କିଶନନଗର ଅଞ୍ଚଳରୁ ଗୋ-ମାଂସ ବୋଝେଇ ଗାଡି ଆଜି ସକାଳେ ଜବତ ହୋଇଛି । ଗାଡ଼ିରେ ପାଖାପାଖି ୫ କ୍ଵିଣ୍ଟାଲ ଗୋୟ-ମାଂସ ଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବର ପାଇ ସକାଳୁ ଏକ ଟାଟା ଏସି( ଓଡ଼ି -୦୫ – ଏଇ – ୩୭୯୦)ର ପିଛା କରି ନିକଟସ୍ଥ ଗୁଆଳି (ମହାନଦୀ ନଦୀ ବନ୍ଧରେ) ଅଟକାଇôଥଲେ । ଗାଡ଼ି ରଖି ଡ୍ରାଇଭର ଚଂପଟ ମାରିଥିଲା । ପରେ କିଶନ ନଗର ପୋଲିସ ଖବର ପାଇ ଗୋ-ମାଂସ ବୋଝେଇ ଗାଡ଼ିକୁ ଜବତ କରିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଏତେ ପରିମାଣର ଗୋମାଂସ କିଭଳି କିଶନନଗର ଥାନା ପାଖ ଦେଇ ଚାଲାଣ ହେଉଥିଲା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କିଶନନଗର ଅଞ୍ଚଳରୁ ଲଗାତର ଗୋ-ମାଂସ ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏସଡିପିଓ ରଞ୍ଜିତ କୁମାର ପୃଷ୍ଟି କହିଛନ୍ତି ଏହି ଦିଗରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ