Masthead

ନକଲି ମସଲା କମ୍ପାନୀରେ ପୁଣି ଚଢ଼ାଉ

କଟକ (ବଡ଼ ଖବର ବ୍ୟୁରୋ): ଆକ୍ସନ ମୁଡରେ କଟକ ପୋଲିସ । ଦୁଇଦିନ ତଳେ କଟକ ମାଲଗୋଦମରେ ଚାଲୁଥିବା ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ କମ୍ପାନୀରେ ଚଢ଼ାଉ କରାଯାଇଥିଲା ।

ଶନିବାର ଅପରାହ୍ନରେ ଜଗତପୁର ଅଞ୍ଚଳରେ ଚାଲିଥିବା ଏକ କମ୍ପାନୀରେ ପୁଣି ରେଡ୍ କରିଛି ପୋଲିସ । ସେଠାରୁ ଅପମିଶ୍ରିତ ହଳଦୀ ଗୁଣ୍ଡ ଓ ନକଲି ମସଲା ଜବତ କରାଯାଇଛି । ଜବତ ସାମଗ୍ରୀର ପରିମାଣ ୫୦ କ୍ୱିଣ୍ଟାଲରୁ ଅଧିକ ହେବ । ଏହି ମସଲା ପ୍ରସ୍ତୁତି ପାଇଁ ବ୍ୟବହୃତ ଯନ୍ତ୍ରାଶଂ ମଧ୍ୟ ଜବତ କରାଯାଇଛି ।

ପୋଲିସ ୨ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଚୌଦ୍ୱାର ଓ ମାଲଗୋଦାମ ଥାନା ପୋଲିସ ନକଲି ମସଲା ପ୍ରସ୍ତୁତକାରୀ କମ୍ପାନୀରେ ଚଢ଼ାଉ କରି ବିପୁଳ ଅପମିଶ୍ରିତ ହଳଦୀ, ଲଙ୍କା, ଧନିଆ, ଜୀରା ଗୁଣ୍ଡ, ଘିଅ, ମହୁ ଓ ସସ୍ ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ