Masthead

ନକଲି ମସଲା କମ୍ପାନୀରେ ପୁଣି ଚଢ଼ାଉ

କଟକ (ବଡ଼ ଖବର ବ୍ୟୁରୋ): ଆକ୍ସନ ମୁଡରେ କଟକ ପୋଲିସ । ଦୁଇଦିନ ତଳେ କଟକ ମାଲଗୋଦମରେ ଚାଲୁଥିବା ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ କମ୍ପାନୀରେ ଚଢ଼ାଉ କରାଯାଇଥିଲା ।

ଶନିବାର ଅପରାହ୍ନରେ ଜଗତପୁର ଅଞ୍ଚଳରେ ଚାଲିଥିବା ଏକ କମ୍ପାନୀରେ ପୁଣି ରେଡ୍ କରିଛି ପୋଲିସ । ସେଠାରୁ ଅପମିଶ୍ରିତ ହଳଦୀ ଗୁଣ୍ଡ ଓ ନକଲି ମସଲା ଜବତ କରାଯାଇଛି । ଜବତ ସାମଗ୍ରୀର ପରିମାଣ ୫୦ କ୍ୱିଣ୍ଟାଲରୁ ଅଧିକ ହେବ । ଏହି ମସଲା ପ୍ରସ୍ତୁତି ପାଇଁ ବ୍ୟବହୃତ ଯନ୍ତ୍ରାଶଂ ମଧ୍ୟ ଜବତ କରାଯାଇଛି ।

ପୋଲିସ ୨ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଚୌଦ୍ୱାର ଓ ମାଲଗୋଦାମ ଥାନା ପୋଲିସ ନକଲି ମସଲା ପ୍ରସ୍ତୁତକାରୀ କମ୍ପାନୀରେ ଚଢ଼ାଉ କରି ବିପୁଳ ଅପମିଶ୍ରିତ ହଳଦୀ, ଲଙ୍କା, ଧନିଆ, ଜୀରା ଗୁଣ୍ଡ, ଘିଅ, ମହୁ ଓ ସସ୍ ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ