Masthead

ଭୁବନେଶ୍ୱର ରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର,  (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ରେ ଖୋଲିଲା ସାଇବର କମ୍ପ୍ଲେକ୍ସ।ଶୁଭାରମ୍ଭ କଲେ ପୋଲିସ ଡିଜି।
ପୂର୍ବରୁ କ୍ରାଇମବ୍ରାଞ୍ଚ ର ସାଇବର ଥାନା କଟକ ରେ  ଥିଲା, ତାହା ଏବେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।ସାଇବର କ୍ରାଇମ ର ତଦନ୍ତ ପାଇଁ ଟ୍ରେନିଂ ହେବ ।ଏଠାରେ ୬ ମାସ ମଧ୍ୟରେ ରାଜ୍ୟ ପୋଲିସ ର ସୋସିଆଲ ମିଡିଆ ସେଲ ଆରମ୍ଭ କରାଯିବ ।ଏନେଇ ଜାତୀୟ ପୋଲିସ କୁ ଅନୁରୋଧ କରଯାଇଛି, ଏଠି ଟ୍ରେନିଂ  କରିବାକୁ ।ଏହା ୨୦୦ ଜଣ ପୋଲିସ କୁ  ଟ୍ରେନିଂ ଦିଆଯିବ।ସାଇବର କ୍ରାଇମ ପାଇଁ ନୂଆ ନୂଆ ଟେକନୋଲୋଜି ବ୍ୟବହାର କରାଯିବ।ଏବେ ରାଜ୍ୟ ରେ ୪ ଟି ସାଇବର କ୍ରାଇମ ଥାନା ଅଛି।ସବୁ ଥାନା ରେ ସାଇବର କ୍ରାଇମ ତଦନ୍ତ ହେବ
।ସବୁ ଥାନାରେ ଜଣେ ଲେଖାଏଁ ଅଫିସର ଙ୍କୁ ଟ୍ରେନିଂ ଦିଆଯିବ।ଗତବର୍ଷ ୧୫୦୦ ମାମଲା ରୁଜୁ ହୋଇଥିଲା।ଚଳିତ ବର୍ଷ ୨ ହଜାର ଅଧିକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ