Before Header

ବାତ୍ୟା ଟଳିଲା ବର୍ଷା ବଢ଼ିଲା

0 11

ଗଜପତି(ବଡ଼ ଖବର ବ୍ୟୁରୋ): ଟଳିଯାଇଛି ବାତ୍ୟା ବିପଦ, କିନ୍ତୁ ଜାରି ରହିଛି ଲଗାଣ ବର୍ଷା। ଗତ ଦୁଇ ଦିନ ଧରି ବର୍ଷା ଜାରି ରହିଥିବାରୁ ଜିଲ୍ଲାର ବଂଶଧାରା ଏବଂ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ବଂଶଧାରା କାଶୀନଗର ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ଏହା ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେବା ଆକଳନ କରାଯାଇଛି। ସେପଟେ ଗତକାଲି ସନ୍ଧ୍ୟାରେ ମହେନ୍ଦ୍ରତନୟା ନଦୀରେ ଭାସିଯାଇ ନିଖୋଜ ଥିବା ଜି.ରାମୁଙ୍କ ପତ୍ତା ଏଯାଏଁ ମିଳିପାରିନାହିଁ।

Leave A Reply

Your email address will not be published.