Masthead

ଭୁଷୁଡିବ ଋଷ ଅର୍ଥନୀତି, ୧୯୦ ବିଲିୟନ ଡଲାର କ୍ଷତି ସହିବା ଆକଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭୁଷୁଡିବ ଋଷ ଅର୍ଥନୀତି । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେବାରେ ଲାଗିଛି । ଅନ୍ୟପଟେ ଯୁଦ୍ଧ ଯୋଗୁ ଋଷର ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି । ଋଷ ପ୍ରାୟ ୧୯୦ ବିଲିୟନ ଡଲାର ବା କ୍ରେମଲିନ୍ ୧୫ ଲକ୍ଷ ୭୨ ହଜାର ୫ଶହ ୪୪ କୋଟି ଟଙ୍କାରୁ ଅଧିକ କ୍ଷତି ସହିବା ଆକଳନ କରାଯାଇଛି । ଏନେଇ ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଛି । ଋଷ ଯେଉଁ କ୍ଷତି ସହିବ ତାର ଅର୍ଥନୀତି ହଙ୍ଗେରୀ, କୁଏତ ଭଳି ଦେଶର ଜିଡିପି ସହ ସମାନ ହୋଇଯିବ ।

ଗତବର୍ଷ ଋଷର ଅଭିବୃଦ୍ଧି ୨ ଦଶମିକ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଋଷର କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଥିଲା । ଯୁଦ୍ଧ ପୂର୍ବରୁ ଋଷକୁ ବିଶ୍ୱର ୫ଟି ବଡ ଅର୍ଥନୀତି ମଧ୍ୟରେ ରଖିବାକୁ ଚେଷ୍ଟା କରୁଥିବା ପୁଟିନଙ୍କ ସବୁ ଆଶା ଧୁଳିସାତ ହୋଇଯାଇଥିବା କୁହାଯାଉଛି । ଯଦି ଏହି ରିପୋର୍ଟ ସତ ହୁଏ, ତେବେ ଋଷର ଅର୍ଥନୀତି ବିଶ୍ୱର ୫୦ ବଡ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ନାହିଁ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ