Masthead

ଆରପାରିରେ ପ୍ରିୟ ନଟୁ କାକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ ଧାରାବାହିକ ଶୋ’ ତାରାକ ମେହେଟା କା ଓଲଟା ଚଷମାର ଅଭିନେତା ନଟୁ କାକାଙ୍କ ଦେହାନ୍ତ ଘଟିଛି । ତାଙ୍କର ପ୍ରକୃତ ନାମଟି ହେଉଛି ଘନଶ୍ୟାମ ନାୟକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା ବୋଲି ସୂଚନା ମିଳିଛି । ଅପରିପକ୍ଷରେ ନଟୁ କାକା ଦୀର୍ଘ ସମୟ ଧରି ଗଳା କର୍କଟରେ ପୀଡିତ ଥିଲେ ।

ଗତ ବର୍ଷ ମଧ୍ୟ ସେ ଏନେଇ ଅପରେସନ ମଧ୍ୟ କରାଇଥିଲେ । କିନ୍ତୁ କର୍କଟ ରୋଗରୁ ସେ ମୁକ୍ତି ପାଇ ନଥିଲେ । ନଟୁ କାକା ମୁମ୍ବାଇର ମାଲାଡ ଅଞ୍ଚଳରେ ରହୁଥିଲେ । ସିରିଏଲ ତାରକ ମେହେଟା କା ଓଲଟା ଚଷମାରେ ତାଙ୍କର ଚରିତ୍ର ବହୁତ ଲୋକପ୍ରିୟ ଥିଲା । ତାଙ୍କ ମୃତ୍ୟୁକୁ ନେଇ ସିରିଏଲା ପ୍ରଯୋଜକ ଅସିତ ମୋଦି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ