Before Header

ବିଦ୍ୟୁତ ଆଘତରେ ଚାଲିଗଲା ଜୀବନ

0 41

ପାରାଦୀପ (ବଡ଼ ଖବର ବ୍ୟୁରୋ): କୁଜଙ୍ଗ ବାଲିସାହି ଅଞ୍ଚଳରେ ଅଘଟଣ । ବିଦ୍ୟୁତ ଆଘାତରେ ମହିଳା ମୃତ, ୪ ଗୁରୁତର । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପରିବାରର ୪ ଆହତ । ଆହତମାନେ କୁଜଙ୍ଗ ମେଡିକାଲରେ ଭର୍ତ୍ତି ।

Leave A Reply

Your email address will not be published.