Masthead

ତାମିଲନାଡୁରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଆଉ ଜଣେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ଆସିଛି । ମଦୁରାଇର ଜଣେ ବ୍ୟକ୍ତି ନୂଆ ଡେଲଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ରୋଗୀଙ୍କ ମୃତ୍ୟୁ ପରେ ନମୁନା ସଂଗ୍ରହ କରାଯାଇଥିଲା ପରେ ଏହା ‘ଡେଲଟା ପ୍ଲସ୍’ ବୋଲି ସ୍ପଷ୍ଟ ହୋଇଥିଲା। ଶୁକ୍ରବାର ଦିନ କେନ୍ଦ୍ର ସୂଚନା ଦେଇଛି ଯେ ଦେଶରେ ଏପର୍ୟ୍ୟନ୍ତ ୪୫,୦୦୦ ନମୁନାରେ କରୋନାଭାଇରସର ନୂଆ ରୂପ ଅର୍ତାତ୍‌ ଡେଲଟା ପ୍ଲସ୍ ଭାରିଆଣ୍ଟର ୫୧ ଟି ମାମଲା ଚିହ୍ନଟ ହୋଇଛି।

ସୂଚନା ଥାଉକି, ଦେଶରେ ମୋଟ ୧୧ଟି ରାଜ୍ୟର ୧୮ଟି ଜିଲ୍ଲାରେ ୪୮ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି । ବିଶ୍ୱର ମୋଟ ୧୨ଟି ଦେଶରେ ଏହି ପ୍ରଜାତି ଚିହ୍ନଟ ହୋଇଛନ୍ତି । ସେପଟେ ଓଡ଼ିଶାରେ ମଧ୍ୟ ପ୍ରଥମ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ