Masthead

ଡେଥ୍ ସସପେନ୍ସ ଉପରୁ ହଟୁନି ପରଦା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୁଭଲକ୍ଷ୍ମୀ ଡେଥ୍ ସସପେନ୍ସ ଉପରୁ ହଟୁନି ପରଦା । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ ।ଏବେ ପ୍ରଶ୍ନ ଉଠୁଛି ମୃତୁ୍ୟ ପରେ ବି ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମକୁ ଅପ୍ରେଟ କରୁଛି କିଏ? ଇନଷ୍ଟାରେ ଥିବା ସମସ୍ତ ଫଟୋ ଭିଡିଓକୁ ଡିଲିଟ୍ କରାଯିବା ସହ ଆକାଉଣ୍ଟକୁ ପ୍ରାଇଭେଟ କରାଯାଇଛି । ମୃତୁ୍ୟ ପୁର୍ବରୁ ଗୋଟିଏ ନମ୍ବରରୁ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଏକାଧିକ ଥର କଲ ଆସିଛି । ସେହି ନମ୍ବର କାହାର ତାକୁ ନେଇ ଯାଞ୍ଚ ଚାଲିଛି । ସେପଟେ ପୋଲିସ ହାତରେ ଲାଗିଛି ସିଡିଆର ରିପୋର୍ଟ । ମୃତ୍ୟୁର ରହସ୍ୟ ଖୋଲିବ କଲ୍ ଡିଟେଲସ ରିପୋର୍ଟ । ବର୍ତ୍ତମାନ ସୁଦ୍ଧା ପୋଲିସ ପାରିପାର୍ଶ୍ବିକ ସ୍ଥିତି, ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି, ସିଡିଆର, ଓ ଫରେନସିକ୍ ରିପୋର୍ଟ ଆଧାରରେ ୧୫ ଜଣଙ୍କ ବୟାନ୍ ରେକର୍ଡ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା