Before Header

କୃଷ୍ଣାନନ୍ଦପୁର ଅଂଚଳରେ ଯୁବକଙ୍କୁ ଗୁଳିମାଡ

0 23

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):କୃଷ୍ଣାନନ୍ଦପୁର ଥାନା ବିଷନପୁରରେ ଯୁବକଙ୍କୁ ଗୁଳିମାଡ । ଗୁଳିମାଡ ହୋଇଥିବା ଯୁବକ ବିଷନପୁର ପଞ୍ଚାୟତ କୋଲଟାର ମୁଜାଫର ଅଂଚଳର । ଯୁବକଙ୍କ ବୟସ ୩୫ ବର୍ଷ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କେଉଁ କାରଣରୁ ଏବଂ କିଏ ଗୁଳିମାଡ କରିଛି ତାହା ଏଯାଏଁ ଜଣାପଡିନାହିଁ । କୃଷ୍ଣାନନ୍ଦ ପୋଲିସ ପହଂଚି ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.