Masthead

ଦେବାଶିଷ ବାଛିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟିମ ଇଣ୍ଡିଆକୁ ଚୟନ କରିବେ ଓଡ଼ିଆ ଯୁବକ ଦେବାଶିଷ ମହାନ୍ତି । ପୂର୍ବାଞ୍ଚଳ କୋଟା ଜୋନରୁ ସେ ଚୟନ କମିଟିକୁ ମନୋନିତ ହୋଇଛନ୍ତି । ଟିମ ଇଣ୍ଡିଆ ଚୟନ କମିଟିର ଅଧ୍ୟକ୍ଷ ହେବେ ଚେତନ ଶର୍ମା । ଏସମ୍ପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅହମଦାବାଦରେ ବାର୍ଷିକ ସାଧାରଣ ପରିଷଦ ବୈଠକ ବସିଥିଲା । ମଦନ ଲାଲଙ୍କ ଅଧକ୍ଷ୍ୟତାରେ ଗଠିତ ୩ ଜଣିଆ ଆଡଭାଇଜାରୀ କମିଟି ଦେବାଶିଷ ମହାନ୍ତଙ୍କ ନାମକୁ ସୁପାରିଶ କରିଥିଲେ । ଏହି ରେସରେ ଶିବସୁନ୍ଦର ଦାସ ଓ ରଣଦୀପ ବୋଷ ରହିଥିବା ବେଳେ ଦେବାଶିଷଙ୍କୁ ମନୋନିତ କରିଥିଲା ଆଡଭାଇଜରି ଟିମ୍ । ଦେବାଙ୍ଗ ଗାନ୍ଧୀଙ୍କ ସ୍ଥାନ ନେବେ ଦେବାଶିଷ । ପଶ୍ଚିମାଞ୍ଚଳ ଜୋନରୁ ସ୍ଥାନ ପାଇଲେ ଆବେ କୁରୁଭିଲ୍ଲା ।

ଦେବାଶିଷ ହେଉଛନ୍ତି ଜଣେ ଅନୁଭବି ଖେଳାଳି । ସେ ଓଡ଼ିଶା ପକ୍ଷରୁ ରଣଜୀରେ ସର୍ବାଧିକ ୱିକେଟ ନେଇଥିବାର ରେକର୍ଡ ମଧ୍ୟ ରହିଛି । ସେ ଟିମ ଇଣ୍ଡିଆ ଲାଗି ମଧ୍ୟ ଖେଳିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ