Masthead

‘ତ୍ରୁଟି ସୁଧାରି ସିଟ ଜିତିବାକୁ ଯୋଜନା ହେଉଛି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଗାମୀ ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ସଂଗଠନ ପୁର୍ନଗଠନ ସ୍ୱାଭାବିକ ପ୍ରକ୍ରିୟା । ବିଜେଡିର କାର୍ଯ୍ୟକ୍ରମ ମୋଡାଲିଟି ଅନୁସାରେ କରିବାକୁ ବିଜେଡି ସଭାପତି ବିଭିନ୍ନ କମିଟି କରିଛନ୍ତି । ନିର୍ବାଚନ ଆସୁଛି । ତାକୁ ଆହୁରି ଫୋକସ ଓ କ୍ରିୟାଶୀଳ କରିବାକୁ ପୁନରଗଠନ ହେଉଛି । ବିଭିନ୍ନ କାରଣରୁ ଯେଉଁଠି ତ୍ରୁଟି ଅଛି, ତାକୁ ଦଳୀୟ ସଭାପତି ଅନୁଶୀଳନ କରିଛନ୍ତି ।

ସେଥିରେ ସୁଧାର ଆଣି ସିଟ ଜିତିବାକୁ ଯୋଜନା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଛି । ସ୍ଥାନୀୟ ନେତୃତ୍ୱଙ୍କ କ’ଣ ଅସୁବିଧା ରହିଛି, ତାକୁ ନେଇ କାର୍ଯ୍ୟକ୍ରମ କରାଯାଉଛି । ଜଣକୁ ଅଧିକ ପଦ ଦେଲେ, ନିରୀକ୍ଷଣ ପାଇଁ ଠିକ ଅଛି, ହେଲେ କ୍ଷେତ୍ରୀୟ ପାଇଁ ଭିନ୍ନ । କିଛି ନେତାଙ୍କ କାପାସିଟି ଅଧିକ ଥିବାରୁ ଅଧିକ ପଦ ନେଉଛନ୍ତି । ଯାହାର ନାହଁ, ତାକୁ ବିଚାର କରି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ