Masthead

କାନ୍ଦିଥିଲେ ଚନ୍ନି: ରାହୁଲ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ଶନିବାର ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯିବା ପରେ ଚରଣଜିତ ସିଂ ଚନ୍ନି କାନ୍ଦିବା ଆରମ୍ଭ କରିଥିଲେ। ବୈଠକରେ ସିଡବ୍ଲ୍ୟୁସି ସହିତ ବ୍ୟକ୍ତିଗତ ଭାବେ କଥା ହେବା ପାଇଁ ଅନୁମତି ମାଗି ରାହୁଲ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଚରଣଜିତ ସିଂ ଚନ୍ନିଙ୍କୁ ଡାକିଲେ ଏବଂ ସେ ପଞ୍ଜାବର ପରବର୍ତ୍ତୀ ସିଏମ୍ ହେବେ ବୋଲି କହିଥିଲେ ଏହା ଶୁଣି ଚନ୍ନି କାନ୍ଦିବାକୁ ଲାଗିଲେ ଏବଂ କହିଥିଲେ ଯେ ତାଙ୍କ ପରି ସରଳ ପୃଷ୍ଠଭୂମିରୁ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ସେ କଳ୍ପନା କରି ପାରିବେ ନାହିଁ।

କଂଗ୍ରେସ ୱାର୍କିଂ କମିଟି ବୈଠକରେ ଉପସ୍ଥିତ ଥିବା ଚରଣଜିତ ସିଂ ଚନ୍ନି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ମୁଣ୍ଡ ନୁଆଁଇ ସମ୍ନତି ପ୍ରକାଶ କରିଥିଲେ । ସେ କହିଥିଲେ “ମୁଁ କଦାପି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲି କାରଣ ମୁଁ ସେହି ସମ୍ପ୍ରଦାୟର ଅଟେ ଯେଉଁଠାରେ ସର୍ତ୍ତ ରହିଛି ଯେ ଆମେ ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ। ମୁଁ ସେଦିନ ଫୋନରେ କାନ୍ଦିଥିଲି କାରଣ କଂଗ୍ରେସ ସଭାପତି ଏବଂ ରାହୁଲଜୀ ମୋତେ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ