Masthead

‘ତ୍ରୁଟି ସୁଧାରି ସିଟ ଜିତିବାକୁ ଯୋଜନା ହେଉଛି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଗାମୀ ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ସଂଗଠନ ପୁର୍ନଗଠନ ସ୍ୱାଭାବିକ ପ୍ରକ୍ରିୟା । ବିଜେଡିର କାର୍ଯ୍ୟକ୍ରମ ମୋଡାଲିଟି ଅନୁସାରେ କରିବାକୁ ବିଜେଡି ସଭାପତି ବିଭିନ୍ନ କମିଟି କରିଛନ୍ତି । ନିର୍ବାଚନ ଆସୁଛି । ତାକୁ ଆହୁରି ଫୋକସ ଓ କ୍ରିୟାଶୀଳ କରିବାକୁ ପୁନରଗଠନ ହେଉଛି । ବିଭିନ୍ନ କାରଣରୁ ଯେଉଁଠି ତ୍ରୁଟି ଅଛି, ତାକୁ ଦଳୀୟ ସଭାପତି ଅନୁଶୀଳନ କରିଛନ୍ତି ।

ସେଥିରେ ସୁଧାର ଆଣି ସିଟ ଜିତିବାକୁ ଯୋଜନା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଛି । ସ୍ଥାନୀୟ ନେତୃତ୍ୱଙ୍କ କ’ଣ ଅସୁବିଧା ରହିଛି, ତାକୁ ନେଇ କାର୍ଯ୍ୟକ୍ରମ କରାଯାଉଛି । ଜଣକୁ ଅଧିକ ପଦ ଦେଲେ, ନିରୀକ୍ଷଣ ପାଇଁ ଠିକ ଅଛି, ହେଲେ କ୍ଷେତ୍ରୀୟ ପାଇଁ ଭିନ୍ନ । କିଛି ନେତାଙ୍କ କାପାସିଟି ଅଧିକ ଥିବାରୁ ଅଧିକ ପଦ ନେଉଛନ୍ତି । ଯାହାର ନାହଁ, ତାକୁ ବିଚାର କରି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା