Masthead

ଚଳଚଞ୍ଚଳ ଅସ୍ତରଙ୍ଗ ବଜାର

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଧନତେରାସ । ବିଶ୍ୱସ ଆଛି ଆଜିର ଦିନରେ ସୁନା କିଣିଲେ ମାତା ଲକ୍ଷ୍ମୀଙ୍କ କୃପା ମିଳେ । ଏଇଥି ପାଇଁ ପ୍ରତିବର୍ଷ ଧନତେରାସରେ ବଢିଥାଏ ସୁନା କାରବାର । ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇ ନିଜ ଆଡକୁ ଆକୃଷ୍ଟ କରନ୍ତି ସୁନା ଦୋକାନୀ । ଚଳିତ ବର୍ଷ କିନ୍ତୁ କରୋନା ପାଇଁ ସାରା ବିଶ୍ୱର ଅର୍ଥନୀତି ମାଟି କାମୁଡି ପଡିଛି । ଏଭଳି ପରିସ୍ଥିତିରେ ସୁନା ବ୍ୟବସାୟରେ ଦେଖା ଦେଇଥିଲା ମାନ୍ଦାବସ୍ଥା । ଧନତେରାସ ପାଇଁ କିନ୍ତୁ ଚଳଚଞ୍ଚଳ ହୋଇ ପଡିଛି ଅସ୍ତରଙ୍ଗର ବିଭିନ୍ନ ସୁନା ଦୋକାନ । ଗ୍ରାହାକଙ୍କ ପାଇଁ ନୂଆ ଦିଜାଇନର ସୁନା ଅଳଙ୍କାର ସହ ଆକର୍ଷଣୀୟ ଅଫର ଦେଇଛନ୍ତି ଦୋକାନୀ । ଦୋକାନକୁ ଆକର୍ଷଣୀୟ ଡେକୋରସେନ ସହ ସୁନାର ଗଢା ମଜୁରୀ ଉପରେ ବିଶେଷ ରିହାତି ଦିଆଯାଉଛି । ସୁନା କିଣିବା ପଇଁ ଅସ୍ତରଙ୍ଗ ବାଜାରରେ ଗ୍ରାହାକଙ୍କ ଭିଡ ଲାଗିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ରେଟ ଅଧିକା ଥିବା କାରଣରୁ ବେପାରରେ କିଛିଟା ବୟଗତ ହେବ ବୋଲି କହିଛନ୍ତି ଦୋକାନୀ । ତେବେ ଧନତେରାସକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଛକଗୁଡିକରେ ପାଟ୍ରୋଲିଂ କରାଯାଉଛି । ଗ୍ରାହାକଙ୍କ ସୁରକ୍ଷା ପଇଁ କୋଭିଡ ନିୟମ ମାନି ବ୍ୟବସାୟ କରାଯିବ ବୋଲି କହିଛନ୍ତି ଦୋକାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ