Masthead

ମିିଳିଲା ମୂର୍ତ୍ତି, ହେବ ଦୋଳ ମେଲଣ

ଯାଜପୁର (ବଡ଼ ଖବର ବ୍ୟୁରୋ): ମିଳିଲା ମୂର୍ତ୍ତି, ହେବ ଦୋଳ ମେଲଣ । ଫେବୃଆରୀ ୧୯ତାରିଖ ରାତ୍ରରେ ଯାଜପୁର ଥାନା କଟିକଟା ପଂଚାୟତ ହୀରାବାଗ ଗ୍ରାମରେ ଥିବା ରଘୁନାଥଜୀଉ ମଠରୁ ୫୦୦ବର୍ଷର ଅଷ୍ଟଧାତୁରେ ନିର୍ମିତ ରାମ, ଲକ୍ଷ୍ମଣ, ସୀତା,ଆଣ୍ଠୁଆ ଗୋପାଳ ସହ ଅନ୍ୟାନ୍ୟ ବିଗ୍ରହ ଏବଂ ଗହଣା ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ବିଗ୍ରହ ଚୋରି ଯାଇଥିବାରୁ ଚଳିତ ବର୍ଷ ବିନା ବିଗ୍ରହରେ କିପରି ଦୋଳ ମେଳଣ ହେବ ବୋଲି ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଥିଲା ।

ପୋଲିସ ଉତ୍ତରପ୍ରଦେଶର ୩ଜଣ ଓ ବାଲେଶ୍ୱରରୁ ଜଣକୁ ଗିରଫ କରି ୩୧ଟି ଚୋରି ମୂର୍ତ୍ତି ଉଦ୍ଧାର କରିଥିଲା । ତନ୍ମମଧ୍ୟରେ ଚୋରି ଯାଇଥିବା ହୀରାବାଗ ରାଘୁନାଥ ମଠର ବିଗ୍ରହ ଥିଲା । ମୂର୍ତ୍ତି ଉଦ୍ଧାର ପରେ ହୀରାବାଗ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରାଯିବ ବୋଲି ଏସପି କହିଥିଲେ । ବିଗ୍ରହ ଆସିବା ପରେ ମାର୍ଜନା କରାଯାଇ ମନ୍ଦିରରେ ସ୍ଥାପନା କରାଯିବ । ୭ରେ ରୀତି ନୀତି ଅନୁଯାୟୀ ଦୋଳ ମେଳଣ ଅନୁଷ୍ଠିତ ହେବ ବୋଲି ସେବାୟତମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ