Masthead

ରୁଦ୍ଧ ଦ୍ୱାରରେ ଆଲୋଚନା ପରେ ବି ଦିଲ୍ଲୀ କାହିଁକି ଯାଉଛନ୍ତି ମୁଖ୍ୟମନ୍ତ୍ରୀ?: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଉଛନ୍ତି ଜାଣିଛି, କିନ୍ତୁ କଣ ପାଇଁ ଯାଉଛନ୍ତି ମୁଁ ଜାଣିନି । ଆପଣମାନେ ତାଙ୍କୁ ପଚାରନ୍ତୁ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରିକ ପ୍ରକ୍ରିୟାରେ ଭେଟିବେ । ସଂଘୀୟ ବ୍ୟବସ୍ଥାରେ ଭେଟିବାରେ କିଛି ନୂତନତ୍ୱ ନାହିଁ । ମମତା ବାନାର୍ଜୀ, ଷ୍ଟାଲିନ ବି ଯାଉଛନ୍ତି କିଛି ଅସୁବିଧା ନାହିଁ । ରାଜନୀତିରେ କିଛି ଲୁଚା ଛପା ନାହିଁ । ରାଜନୀତି ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି ।

ଏଠି ରୁଦ୍ଧ ଦ୍ୱାରରେ ଆଲୋଚନା ହେଲା, ପୁଣି ଦିଲ୍ଲୀ କାହିଁକି ଯାଉଛନ୍ତି? ଆପଣମାନେ କଳ୍ପନା କରିବା ଉଚିତ ଜିନିଷ କେଉଁ ଦିଗରେ ଯାଉଛି । ତାକୁ ଆଲୋଚନା ଚର୍ଚ୍ଚା କରି ମଇଳାକୁ ଘାଣ୍ଟି ଦୁର୍ଗନ୍ଧ ନକରାଯାଉ । ସମସ୍ତେ ଠିକ ଭାବେ ଆଲୋଚନା କରନ୍ତୁ ଏବଂ ବୁଝନ୍ତୁ । ଆପଣ ଇସାରା ଦେଖିଲେ ଜାଣି ନେବା ଦରକାର କ’ଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା