Masthead

ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଏକାଧିକ ଗାଡ଼ିକୁ ପିଟିଲା କାର

କଟକ(ବଡ଼ ଖବର ବ୍ୟୁରୋ): ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା । ଏକାଧିକ ଗାଡ଼ିକୁ ପିଟିଲା କାର । କଟକରେ ଘଟିଛି ସିରିଜ ଦୁର୍ଘଟଣା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି । ଗତକାଲି ଜଣେ କାର୍‌ ଚାଳକ କଟକ ସହରରେ ଦ୍ରୁତ ଯାଉଥିଲେ। ଏହା ମଧ୍ୟରେ ଭାରସାମ୍ୟ ହରାଇ ସେ ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ ବହୁ ଗାଡ଼ି ସହ ଧକ୍କା କରି ଘଟଣାସ୍ଥଳରୁ ପଳାଇଥିଲେ।

କଟକ ବାରବାଟୀ ଷ୍ଟାଡିୟମ ଠାରୁ ଗାଡି ଦ୍ରୁତଗତରେ ଚଳାଇ ଆସି ରାଜେନ୍ଦ୍ର ନଗରରେ ରଖି ଚାଳକ ଭୟରେ ଘରେ ପଶିଯାଇଥିଲେ । ସେହି ସମୟରେ ଶତାଧିକ ଲୋକ ଉପସ୍ଥିତ ରହି ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ପହଞ୍ଚି ପରିସ୍ଥିତିକୁ ଆ ୟତ୍ତ କରିବା ସହ ପୁଲିସ କାରଚାଳକକୁ ନିଜ ଗାଡିରେ ମଧୁପାଟଣା ଥାନାକୁ ନେଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ