Masthead

ଦୁବାଇକୁ ରତ୍ପାନି ହେବ ସ୍ୱାଦିଷ୍ଟ ଫଳ ଡ୍ରାଗନ

(ବଡ଼ ଖବର ବ୍ୟୁରୋ): ଦୁବାଇକୁ ରତ୍ପାନି ହେବ ଅତି ସ୍ୱାଦିଷ୍ଟ ଫଳ ଡ୍ରାଗନ । କମଲାମ୍ ନାମରେ ପରିଚିତ ଏହି ଫଳ ଦୁବାଇ ଲୋକଙ୍କ ଅତି ପ୍ରିୟ ହୋଇଥିବାରୁ ସେଠାକୁ ପଠାଯିବ ବୋଲି ମହାରାଷ୍ଟ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସତାସର ଗାଁର ଲୋକମାନେ ବହୁ ପରିମାଣରେ ଡ୍ରାଗନ୍ ଫଳ ଚାଷ କରନ୍ତି । ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ରତ୍ପାନକାରୀ ସଂସ୍ଥା କେବି ଏହି ସ୍ୱାଦିଷ୍ଟ ଫଳକୁ ଭଲ ଭାବେ ପ୍ରୋସେସିଂ କରିବା ସହ ପ୍ୟାକ୍ କରୁଛି ।

ସାଧାରଣତଃ ଡ୍ରାଗନ ଫଳ ମ୍ୟାଲେସିଆ, ଥାଇଲାଣ୍ଡ, ଫିଲିଫାଇନ୍ସ, ଆମେରିକାରେ ବହୁଳ ଚାଷ କରାଯାଏ । ୧୯୯୦ରେ ଭାରତରେ ଡ୍ରାଗନ ଚାଷ ଆରମ୍ଭ ହୋଇଥିଲା । ମାତ୍ର ଏହାକୁ ଲୋକମାନେ ବାଡ଼ି ବଗିଚାରେ ଚାଷ କରୁଥିଲେ । ଏହି ସ୍ୱାଦିଷ୍ଟ ଫଳର ଚାହିଦା ବଢିବାରୁ ମୁଖ୍ୟତଃ କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବରରେ ଚାଷ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ