ମହାଲକ୍ଷ୍ମୀଙ୍କ କୋପ କହି ଲୁଟିଲେ ଦୁବୁର୍ତ୍ତ ବଡ଼ ଖବରରାଜ୍ୟ By Bada Khabar Bureau Last updated Jul 17, 2023 Share FacebookTwitterWhatsAppEmailTelegramPrint ରାଉଲକେଲା(ବଡ଼ ଖବର ବ୍ୟୁରୋ): ପରିବାର ଉପରେ ମହାଲକ୍ଷ୍ମୀଙ୍କ କୋପ ଥିବା କହି ମହିଳାଙ୍କ ଠାରୁ ସୁନାଗହଣା ଲୁଟିନେଲେ ଦୁବୁର୍ତ୍ତ । Related Posts ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ ପୁଅକୁ ସ୍କୁଲରେ ଛାଡି ଫେରୁଥିବା ବେଳେ ଲୁଟିନେଲେ ଦୁବୁର୍ତ୍ତ । ଘଟଣାପରେ ସିସିଟିଭି ଫୁଟେଜ ଯାଞ୍ଚ ସହ ତଦନ୍ତ କରୁଛି ଛେଣ୍ଡଥାନା ପୋଲିସ । Share