Before Header

ଆଣ୍ଡାମାନରେ ଭୂକମ୍ପ ଝଟକା

0 10

(ବଡ଼ ଖବର ବ୍ୟୁରୋ): ଆଣ୍ଡାମାନ-ନିକୋବରରେ ଭୂକମ୍ପ ଝଟକା । ବିଳମ୍ବିତ ରାତିରେ ଆଣ୍ଡାମାନ-ନିକୋବରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର । ଏମସିଏସର ସୂଚନା ଅନୁସାରେ, ପୋର୍ଟ ବ୍ଲେୟାର କ୍ୟାମ୍ପବେଲ ବେ ୧୧୬ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି ।

୩.୩୦ ଲାଟିଟ୍ୟୁଡ ଓ ୯୫.୭୧ ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୪୦ କିଲୋମିଟର ରହଛି । ହେଲେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ମ୍ୟାଗ୍ନିଟ୍ୟୁଡ ରେକର୍ଡ ହୋଇଥିଲା । ଆବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

Leave A Reply

Your email address will not be published.