Masthead

କଣାସର ୬ଟି ଗାଁ ଜଳମଗ୍ନ

କଣାସ (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ତାଣ୍ଡବ କରୁଛି ବର୍ଷା । ରାସ୍ତାଘାଟ ଚାରିଆଡେ ଜଳମୟ । ଲଗାଣ ବର୍ଷା ଯୋଗୁଁ କଣାସ ମଲାଗୁଣି ନଦୀରେ ୩୦ଫୁଟର ଘାଇ । ୬ଗାଁ ଜଳମଗ୍ନ । ଦିବ୍ୟସିଂହପୁର ପଞ୍ଚାୟତର ହଳଦୀ ପଦର, ତୈଲା, ଭଗବତୀପଡ଼ା, ବାରମାଣ, ଅବ୍ୟପୁରୁ, ବରାଗଡ଼ ଗାଁର ସମସ୍ତ ପରିବାର ପାଣି ଘରେରେ ରହିଛନ୍ତି ।

ଏଭଳି ସ୍ଥଳେ ପ୍ରଶାସନ ଖଣ୍ଡେ ଖଣ୍ଡେ ଜରି ଧରାଇଦେଇ ବସିରହିଛି । ସରକାର ସ୍ୱଚ୍ଛଭାବ ମୂର୍ତ୍ତି ରାଜନୀତି କରି ସାଧାରଣ ଲୋକଙ୍କୁ ଠକି ଦେଇ ନିଜେ ବାହାବାହା ନେଉଛନ୍ତି । ଯାହା ଏ ବାସ୍ଥବ ଚିତ୍ର ହିଁ ବୟାନ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ