ଇଡି ଚଢ଼ାଉ କରୁନାହିଁ, ବରଂ ଏହାର ଚଢ଼ାଉରେ ଏକ ଦୁର୍ନୀତି ଅଛି: ଆତିଶି ମାର୍ଲେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରମାଣ ନଷ୍ଟ ପାଇଁ ଇଡି ସିସିଟିଭିରୁ ଅଡ଼ିଓ ହଟାଇଛି । ଏହା ଚାଲାଖି କରି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା।

ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି। ଏକ୍ସାଇଜ ସ୍କାମରେ ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଫୁଟେଜରୁ ଅଡିଓ ହଟାଇଥିବା ଜାଣିଶୁଣି କରାଯାଇଛି। ଅଡିଓ ବିନା ସାକ୍ଷୀଙ୍କ ବିବୃତ୍ତି ସତ କି ମିଥ୍ୟା ଏବଂ ସେମାନଙ୍କ ସାକ୍ଷ୍ୟ ମେଳ ଖାଉଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିବ। ଏହା ଚାଲାଖି କରି କରାଯାଇଛି। ବାସ୍ତବରେ ସମଗ୍ର ଇଡି ଚଢ଼ାଉ କେବଳ ଲୋକଦେଖାଣିଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଉଛି।

ଇଡି ଚଢ଼ାଉ କରୁନାହିଁ, ବରଂ ଏହାର ଚଢ଼ାଉରେ ଏକ ଦୁର୍ନୀତି ଅଛି । ଆମ ଆଦମୀ ପାର୍ଟିକୁ ଭୟଭୀତ ଓ ନୀରବ କରିବା ପାଇଁ ବିଜେପି ଏବଂ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଏକେନ୍ସିର ବେଆଇନ ବ୍ୟବହାର କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’