Masthead

ଶକ୍ତିମନ୍ତ୍ରୀ ଉଦଘାଟନ କଲାପରେ ବି ଗ୍ରାମକୁ ଆସିଲା ନାହିଁ ବିଜୁଳି

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଭୋଟ ପାଇଁ ଶକ୍ତି ମନ୍ତ୍ରୀଙ୍କ ମିଛ ଭାଷଣ । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ସମେତ ନିର୍ବାଚନ ମଣ୍ଡଳୀର ସରପଞ୍ଚ ସମିତି ମେମ୍ବର ଉପସ୍ଥିତ ରହି ୩୩/୧୧ କେଭି ଶବ୍ ଷ୍ଟେସନର ଉଦଘାଟନ କରାଯାଇଥିଲା । ଦଶପଲ୍ଲା ଅଞ୍ଚଳ ଦୀର୍ଘବର୍ଷ ଧରି ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବାଣିଗୋଛ ଥାନା ଅଧୀନସ୍ଥ ତାକୁଡା ଠାରେ ଏହି ଉଦଘାଟନ କରାଯାଇଥିଲା ।

ମନ୍ତ୍ରୀ ପ୍ରତାପ ଦେବ ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ଭାଷଣରେ କହିଥିଲେ ଯେ ତାକୁଡା ଠାରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଆଉ ବିଦ୍ୟୁତ ସମସ୍ୟା ହେବ ନାହିଁ । କିନ୍ତୁ ବାସ୍ତବରେ ଉଦଘାଟନକୁ ୯ ଦିନ ଅତିକ୍ରମ କରିଥିଲେ ମଧ୍ୟ କୌଣସି ସୁବିଧା ପାଉନାହାନ୍ତି ଉପଭୋକ୍ତା । ଆଗରୁ ଭଲ ଥିଲା । ଏବେ କମ୍ପାନୀ ଆମକୁ ବିଦ୍ୟୁତ ନଦେଇ ଶୋସୁଚି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ