Masthead

ପ୍ରତ୍ୟେକ ପାଣି ବୁନ୍ଦା ମୂଲ୍ୟବାନ : ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜଳ ହିଁ ଜୀବନ । ଆଉ ପାଣି ପାଇଁ ମହିଳାଙ୍କୁ ଯିବାକୁ ପଡ଼ିବ ନାହିଁ । ହାତ ପାହାନ୍ତାରେ ମିଳିବ ଏଥର ପାଣି । ମହିଳାଙ୍କୁ ସଶକ୍ତ କରିବା ପାଇଁ ଜଳ ଜୀବନ ମିଶନ ମୋବାଇଲ ଆପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଆପ ଜରିଆରେ କେତୋଟି ଘରେ ପାଣି ପହଂଚିଲା, ପାଣିର ଗୁଣାତ୍ମକ ମାନ କେମିତି ସହିତ ପାଣିର ଯୋଗାଣ ବାବଦରେ ସବିଶେଷ ତଥ୍ୟ ମିଳିବ । ଭିଡିଓ କନଫରେନସିଂ ଜରିଆରେ ଦେଶର ବିଭିନ୍ନ ଗ୍ରାମ ପଂଚାୟତର ମୁଖିଆ ଏବଂ ପାଣି ସମିତିଙ୍କ ସହ ଆଲୋଚନା କରିଛନ୍ତି ମୋଦି । ପ୍ରତ୍ୟେକ ପାଣି ବୁନ୍ଦା ବହୁମୂଲ୍ୟ ବୋଲି ମୋଦି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ