Before Header

ଅନ୍ନ ଛାଡିବେ ଅନ୍ନଦାତା

0 32

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତେଜୁଛି ଚାଷୀ ଆନ୍ଦୋଳନ । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ନିଜ ଜିଦରେ  ଅଟଳ ଅଛନ୍ତି ଚାଷୀ । ଆସନ୍ତାକାଲି କୃଷକ ସଂଗଠନ ଦିଲ୍ଲୀରେ ଆମରଣ ଅନଶନ କରିବା ନେଇ ଚେତାବନୀ ଦେଇଛି । ଚାଷୀ ସଂଗଠନକୁ ସମର୍ଥନ ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନଶନରେ ବସିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।

 

Leave A Reply

Your email address will not be published.