Masthead

ଯଦି ଦେଶରେ କୃଷକ, ସୈନିକ ସନ୍ତୁଷ୍ଟ ନାହାନ୍ତି ଦେଶ ଆଗକୁ ବଢିପାରିବ ନାହିଁ: ସତ୍ୟପାଲ ମଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପି ନେତା ବରୁଣ ଗାନ୍ଧିଙ୍କ ପରେ ଆନ୍ଦୋଳନରତ କୃଷକଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ । କୃଷକଙ୍କ ଦାବି ପୂରଣ ନହେଲେ ବିଜେପି କ୍ଷମତାକୁ ଫେରିବ ନାହିଁ ବୋଲି ସେ କହିଛନ୍ତି । ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମଲିକଙ୍କ ଏହି ମନ୍ତବ୍ୟ ବିଜେପିକୁ ଅଡ଼ୁଆରେ ପକାଇଛି । କୃଷକଙ୍କୁ ଅପମାନିତ ନକରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବିଜେପି ନେତା ମିରଟ, ମୁଜାଫରନଗର, ବାଗପତରରେ ପ୍ରବେଶ କରିପାରିବେ ନାହିଁ । ଯଦି କୃଷକମାନଙ୍କ ପାଇଁ ମତେ ରାଜ୍ୟପାଳ ପଦ ଛାଡ଼ିବା ପାଇଁ ପଡ଼େ ତେବେ ଛାଡ଼ିଦେବି । ଯଦି ଦେଶରେ କୃଷକ କିମ୍ବା ସୈନିକ ସନ୍ତୁଷ୍ଟ ନାହାନ୍ତି ସେ ଦେଶ ଆଗକୁ ବଢିପାରିବ ନାହିଁ । ଦେଶ ସୁରକ୍ଷିତ ରହି ପାରିବ ନାହିଁ । ରାଜସ୍ଥାନର ଝୁନଝୁନ ଠାରେ ସେ ସାମ୍ବାଦିକଙ୍କୁ ଏପରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି