Before Header

ଚାଷୀ ସମସ୍ୟାକୁ ବିଜେପିର ମୁଖ୍ୟ ପ୍ରସଙ୍ଗ

0 16

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଚାଷୀ ପ୍ରସଙ୍ଗ ନେଇ ବିଜେପି ମୁଲିତବୀ ପ୍ରସ୍ତାବ ଆଗତ କରିଛି । ମଣ୍ଡିରେ ଧାନ ପଡ଼ିଛି । ସରକାର କିଣୁ ନାହାନ୍ତି । ଚାଷୀମାନେ ଦିନ ରାତି ଜଗି ରହିଛନ୍ତି । ଧାନ କିଣା ଯାଉ ନଥିବାରୁ ଧାର କରଜରେ ବୁଡ଼ି ରହିଥିବା ଚାଷୀଙ୍କ ଚିନ୍ତା ବଢି ଯାଇଛି । ଏସମ୍ପର୍କରେ ଗୃହରେ ଆଲୋଚନା କରିବା ପାଇଁ ବିଜେପି ଦେଇଛି ମୁଲତବୀ ପ୍ରସ୍ତାବ ।

୨୦୨୩-୨୪ ବଜେଟ ଆଗତ ପରେ ହୋଇଥିଲା ଆଲୋଚନା । ଆଲୋଚନା ପରେ ପରେ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିଛି ।

Leave A Reply

Your email address will not be published.