Masthead

ମୋତେ ବୋହୂ କରି ନେଇଯା

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ବୋହୂ ହେବାପାଇଁ ଅନଶନ । ନିଜର ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକର ଦୁଆରେ ଅନଶନ କରିଛି ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁ ଥାନା ଭାଡ଼ିକିଳା ଗାଁରେ । ସେ ଗାଁର ପ୍ରଶାନ୍ତ କୁମାର ସାହୁ ପୁରୀରେ ଜୀନାସ୍ନାନ ଫାଇନ୍ସାଶରେ କାମ କରୁଥିଲା ।  ଟଙ୍କା ଆଦାୟ କରିବା ସମୟରେ ବ୍ରହ୍ମଗିରି ଥାନା ଅଞ୍ଚଳର ଏକ ଝିଅ ସହିତ ତାଙ୍କର ପ୍ରେମ ସର୍ମ୍ପକ ଗଢୀ ଉଠିଥିଲା ।

ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଏତେ ବଢିଯାଇଥିଲା ଯେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ଜଣଙ୍କ କିଛି ଦିନ ତଳେ ପ୍ରେମିକା ସହିତ ଯୋଗାଯୋଗରେ ରହିନଥିଲେ । ୩ ଦିନ ତଳେ ପ୍ରେମିକା ପ୍ରେମିକର ପରିଚୟ ଖୋଜି  ତା ଦୁଆରେ ଆସି ବସିଛି । ଯେ ପର୍ଯ୍ୟନ୍ତ ବୋହୂର ପରିଚୟ ମିଳିନାହିଁ ସେ ପର୍ଯ୍ୟନ୍ତ ବସି ରହିବ  ବୋଲି ପ୍ରେମିକା ଜଣଙ୍କ କହିଛନ୍ତି । ପରିସ୍ଥିତି ଅଣାୟତ୍ତ। ତେବେ ପୁଅର ପରିବାର ଝିଅକୁ ନେଇ ଓଡଗାଁ ପୋଲିସ ଥାନାରେ ସମାଧାନ ପାଇଁ ଚେଷ୍ଟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି