Before Header

ଖତଗଦାରେ ନିରାମୟ

0 87

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଖତଗଦାରେ ସରକାରଙ୍କ ନିରାମୟ ଯୋଜନା । ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ନେଇ ବିଭିନ୍ନ ଜିଲ୍ଲାରେ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟୁଥିବା ବେଳେ, ଝାରସୁଗୁଡା ତଥା ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଅବହେଳା ଦେଖିବାକୁ ମିଳୁଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ରୋଗୀମାନେ ଔଷଧ ନ ପାଇ ମରୁଥିବାବେଳେ ବସ୍ତା ବସ୍ତା ଔଷଧ ଫୋପାଡ଼ି ପୋଡ଼ିଦେଉଥିବା ଦେଖିବାକୁ ମିଳୁଛି। ଗୋଟେପଟେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ଲକ୍ଷ୍ୟାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଫୋପାଡ଼ି ଦିଆଯାଉଛି ।

Leave A Reply

Your email address will not be published.