Before Header

ହେଟସ୍ପିଚ ବିରୋଧରେ ମାମଲା ଦାୟର କର: ସୁପ୍ରିମକୋର୍ଟ

0 22

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହେଟସ୍ପିଚ୍ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହେଟସ୍ପିଚ ଉପରେ କୌଣସି ଅଭିଯୋଗ ନ ଆସିଲେ ନିଜ ଆଡୁ ମାମଲା ଦାୟର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ପ୍ରଶାସନ ନିଜ ଆଡୁ ମାମଲା ପଞ୍ଜିକରଣ କରିବ । ଯଦି ମାମଲା ପଞ୍ଜିକରଣ ବେଳେ ବିଳମ୍ବ ହୁଏ ତେବେ ଏହାକୁ ଅଦାଲତ ଅବମାନନା ବୋଲି କୁହାଯିବ ।

Leave A Reply

Your email address will not be published.