Masthead

ଅନଲାଇନ୍ କ୍ଲାସରେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ଅନଲାଇନ କ୍ଲାସରେ ଛାତ୍ରଙ୍କ ମୋବାଇଲ ଫାଟିଲା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ। କୋରାନା ମହାମାରୀ ଯୋଗୁଁ ଏବେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଯୋଗେ ପାଠ ପଢୁଛନ୍ତି। ସାତ୍ୱିକ୍ ସବୁଦିନ ଭଳି ଅନଲାଇନରେ ଆଜି ପାଠ ପଢ଼ୁଥିଲେ । ସାତ୍ୱିକ୍ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । କ୍ଲାସ୍ ସାରି ହୋମ୍ ୱାର୍କ ଆରମ୍ଭ କରିବା ବେଳକୁ ତାଙ୍କ ମୋବାଇଲ ବିସ୍ପୋରଣ ହୋଇଥିଲା ।

ଶବ୍ଦ ଶୁଣି ଘର ଲୋକେ ଘଟଣାସ୍ଥଳକୁ ଆସିଥିଲେ। ହେଲେ ସାତ୍ଵିକଙ୍କର କୌଣସି କ୍ଷତି ହୋଇନଥିଲା । ଅଳ୍ପକେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି ସାତ୍ଵିକ । ବର୍ତ୍ତମାନ କୁନି ପିଲାଟି ଭୟଭୀତ ଥିବା କହିଛନ୍ତି ବାପା-ମା’ । ଅନଲାଇନ୍ କ୍ଲାସରେ ମୋବାଇଲ ପ୍ରତି ସତର୍କ ନ ରହିଲେ ଅନଲାଇନ କ୍ଲାସ୍ ଯେ ପିଲାଙ୍କ ପାଇଁ ଏକ ବଡ଼ ବିପଦ ଆଣିପାରେ ଏହାକୁ ଆଡ଼େଇ ଦିଆଯାଇନପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା