Before Header

ବିଧାୟକଙ୍କ ନାଁରେ ଏତଲା

0 78

ପାରାଦୀପ (ବଡ଼ ଖବର ବ୍ୟୁରୋ):ମହିଳାଙ୍କୁ ଦୁର୍ବ୍ୟବହାର ନେଇ ବିଧାୟକଙ୍କ ନାଁରେ ଏତଲା । ବିଧାୟକ ସମ୍ବିତ ରାଉତରାୟଙ୍କ ନାଁରେ ଏତଲା ।କୁଜଙ୍ଗ ଥାନାରେ ଏତଲା ଦେଲେ ପୀଡ଼ିତା । ରାସ୍ତାରେ ପ୍ରଶ୍ନ କରିବାରୁ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବିଧାୟକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ।

 

Leave A Reply

Your email address will not be published.