Masthead

ସାଲିମାର ଏକ୍ସପ୍ରେସରେ ନିଆଁ, ଅଧଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ଯାତ୍ରା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ହାୱଡାରୁ ବିଶାଖାପାଟଣା ଯାଉଥିବା ସାଲିମାର ଏକ୍ସପ୍ରେସରେ ଲାଗିଛି ନିଆଁ । ଟ୍ରେନଟି ଭଦ୍ରକ ଷ୍ଟେସନ ଅତିକ୍ରମ କଲା ବେଳେ ଲାଗିଥିଲା ନିଆଁ । ଗତକାଲି ୧୧ଟା ୫ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏସ-୧ ଓ ଏସ-୨ ବଗିରେ ଧୂଆଁ ବାହାରିବା ସହ ନିଆଁ ଜଳିଥିଲା । କେଉଁ କାରଣରୁ ଏହି ଅଘଟଣ ଘଟିଛି ବୋଲି ଲୋକପାଇଲଟ ଯାଞ୍ଚ କରିଥିଲେ । ବଗିର ଚକ ଜାମ ହୋଇ ଏହି ଅଘଟଣ ଘଟିଥିବା ଜଣାପଡ଼ିଥିଲା । ନିଆଁ ଲିଭିବା ପରେ ଅଧଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ