Masthead

ରାଉରକେଲା ସେକ୍ଟର ୪ରେ ଫୁଟିଲା ଗୁଳି

ରାଉରକେଲା (ବଡ଼ ଖବର ବ୍ୟୁରୋ): ରାଉରକେଲା ସହରର ସେକ୍ଟର ୪ ଅଞ୍ଚଳରେ ଫୁଟିଲା ଗୁଳି । ସେକ୍ଟର ୩ ପୋଲିସ ଥାନା ଅନ୍ତର୍ଗତ ପୋଷ୍ଟାଲ ବ୍ୟାଙ୍କ ରାସ୍ତା ରେ ଫୁଟିଲା ଗୁଳି । ଘଟଣା ସ୍ଥଳରେ ସେକ୍ଟର ୩ ଥାନା ପୋଲିସ କରୁଛି ତଦନ୍ତ । ଘଟଣାସ୍ଥଳରେ ଗୋଟିଏ ରାଉଣ୍ଡ ଗୁଳି ଫୁଟିଛି । ବିଜୟ ଲାକ୍ରାଙ୍କ ବେଗରେ ବାଜିଛି ଗୁଳି। ଗୁଳି ମାଡର କାରଣ ଅସ୍ପଷ୍ଟ ରହିଛି । ମାଟି କାରବାରକୁ ନେଇ ଗୁଳି ମାଡ ହୋଇଥାଇ ପାରେ ବୋଲି ପୋଲିସ କରୁଛି ଅନୁମାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ