Masthead

ପ୍ରଥମେ ନିଜ ଦଳକୁ ସଜାଡନ୍ତୁ , ପରେ ବିରୋଧୀ ଦଳକୁ ଆକ୍ଷେପ କରନ୍ତୁ : ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ ପରେ ବିରୋଧୀଙ୍କ ସମାଲୋଚନା । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଜେଡି ଆଗ ନିଜେ ମହିଳାମାନଙ୍କୁ ସମ୍ମାନ ଦେଉ ପରେ ବିରୋଧୀଙ୍କୁ ଆକ୍ଷେପ କରିବ । ବିଜେଡିର ଅନେକ ନେତା ମନ୍ତ୍ରୀଙ୍କ ନାଁ ରେ ନାରୀ ନିର୍ଯାତନା ମାମଲା ରହିଛି ।

ଏବେ ପୁଣି ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ନାଁ ରେ ବଧୂ ନିର୍ଯାତନା ଅଭିଯୋଗ ଆସୁଛି । ଜଣେ ବଲାଙ୍ଗୀର ଓ ଜଣେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା । ମୁଖ୍ୟମନ୍ତ୍ରୀ ଏହାକୁ ଦେଖନ୍ତୁ । ତାଙ୍କ ଦଳର ନେତା ମନ୍ତ୍ରୀ ଓ କର୍ମୀମାନେ କେତେ ମାଆମାନଙ୍କୁ ସମ୍ମାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବା ଦରକାର ଏବଂ ନିଜ ଦଳ ହିସାବରେ ଡାକି ତାର ମିମାଂଶା କରିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର