Masthead

ଟ୍ରେଣ୍ଡି ଲୁକ୍ ଚାହୁଛନ୍ତି କି ? ତେବେ ପଢନ୍ତୁ….

ଝିଅମାନେ ମେକ୍ଅପ୍ ନବା ପାଇଁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେମାନେ ମେକଅପ୍ କିଟ ପାଖରେ ରଖିଥାନ୍ତି । ଲିପଷ୍ଟିକ୍ ହେଉଛି ମେକଅପର କେନ୍ଦ୍ରବିନ୍ଦୁ । । କାରଣ ଲିପଷ୍ଟିକ୍ ବିନା ମେକଅପ ଅଧୁରା । ସଠିକ୍ ଲିପଷ୍ଟିକ୍ ନଲଗେଇଲେ ପୁରା ଲୁକ୍ ଖରାପ ହୋଇଯାଏ । ସେଥିପାଇଁ ସଠିକ୍ କଲର ବାଛିବା ଜରୁରୀ । ଶୀତ ଋତୁରେ ଚର୍ମ ଶୁଷ୍କ ହୋଇଯାଏ ତେଣୁ ଲିପଷ୍ଟିକର ସଠିକ୍ କଲର ଚେହେରାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଆପଣ ଆପଣଙ୍କର ମେକଅପ୍ କିଟ୍ ରେ କେଉଁ କଲର ରଖିଛନ୍ତି ।

ଯଦି ଆପଣ ଏକ ଶୀତଦିନିଆ ପାର୍ଟିରେ ଯାଉଛନ୍ତି ତେବେ ଡ଼ାର୍କ ରଙ୍ଗର ଲିପଷ୍ଟିକ୍ ବାଛନ୍ତୁ । ଉଜ୍ଜ୍ୱଳ ଲାଲ କିମ୍ବା ଗୋଲାପୀ ରଙ୍ଗର ଲିପଷ୍ଟିକ୍ ଚେହେରାରେ ଏକ ନୂଆ ଲୁକ ଦେବ ।
ଯଦି ଆପଣ କିଛି ହଟ୍ ଲୁକ୍ ଚାହୁଁଛନ୍ତି ତେବେ କୋକୋ ଟୋନ୍ ଲିପଷ୍ଟିକ୍ ବାଛନ୍ତୁ । ଏହା ଆପଣକୁ ଏକ ୟୁନିକ ଲୁକ ଦେବାରେ ସାହାଯ୍ୟ କରିବ ।
ଯଦି ଆପଣ ଲିପଷ୍ଟିକ୍ କମ୍ ଲଗାଇବା ପାଇଁ ପସନ୍ଦ କରନ୍ତି, ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଲିପ୍ ବାଲ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କୁ ଚମକଦାର ଲୁକ ଦେବାରେ ସାହାଯ୍ୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା