Masthead

ଖରସ୍ରୋତା ନଦୀରେ ବନ୍ୟା

କୋରେଇ (ବଡ଼ ଖବର ବ୍ୟୁରୋ): ଲଘୁଚାପ ବର୍ଷା ଛାଡିଯିବା ପରେ ଏବେ ଦେଖାଦେଇଛି ବନ୍ୟା । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଖରସ୍ରୋତା ନଦୀରେ ଆସିଛି ବନ୍ୟା । ଫଳରେ କୋରେଇ ବ୍ଲକର ବଡ଼ ବିରୁହାଁ, ତଣ୍ଡରା, ଗୋଳେଇପୁର ପଞ୍ଚାୟତର ଅଧିକାଂଶ ଗାଁ ଏବେ ପାଣି ଘେରରେ । ଘରେ ପସିଛି ବନ୍ୟା ଜଳ ।

ଲୋକମାନେ ଘରର ଛାତ ଉପରେ ଓ ଜାତୀୟ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି। ଲୋକମାନେ ଭୋକ ଉପାସରେ ରହିଥିବା ବେଳେ ବ୍ଲକ ପ୍ରସାଶନର କୈଣସି ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚିପାରି ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ