ବନବିଭାଗର ଚୋରା କାରବାର ପର୍ଦାଫାସ

ବାନପୁର(ବଡ଼ ଖବର ବ୍ୟୁରୋ): ବନବିଭାଗର ଚୋରା କାରବାର ପର୍ଦାଫାସ । ବାଲୁଗାଁ ରେଞ୍ଜ ଅରାଙ୍ଗ ୬ ନମ୍ବର ସେକ୍ସନ କିଆଗରଡ଼ା ଗ୍ରାମ ନିକଟରେ ବନବିଭାଗଙ୍କ ଓ ମାଫିଆଙ୍କ ଉପସ୍ଥିତିରେ ଲକ୍ଷାଧିକ ଟଙ୍କାର କାଠ ଚୋରି କରିବା ସମୟରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି କାଠ ଜବତ କରିବା ସହ ୩ ଜଣ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ବିଗତ ଦିନମାନଙ୍କରେ ବନବିଭାଗ ଦ୍ଵାରା ସାଗୁଆନ କାଠର ଚୋର ଚାଲାଣ ଆଜି ଧରପଡିବା ପରେ ପର୍ଦାଫାସ ହୋଇଛି ।

ବନବିଭାଗ ଜଙ୍ଗଲକୁ ରକ୍ଷା କରୁଥିବା ସମୟରେ ଭାରତର ସର୍ବ ବୃହତ ସଂରକ୍ଷଣ ଜଙ୍ଗଲ ଦାମିଆ ବରାବରା ଜଙ୍ଗଲର ଦାୟିତ୍ୱ କିଭଳି ଭାବେ ପରିଚାଳନା କରୁଛନ୍ତି ଆଜି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବାଲୁଗାଁ ରେଞ୍ଜ ଅରାଙ୍ଗ ୬ ନମ୍ବର ସେକ୍ସନରେ କିଆଗରଡ଼ା ନିକଟରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ