Masthead

ଗୋବିନ୍ଦ କହିଲା ହତ୍ୟାର କାହାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋବିନ୍ଦ କହିଲା ହତ୍ୟାର କାହାଣୀ । ବିଚ୍ ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଛି । କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି ଗୋବିନ୍ଦ । ପୋଲିସ ଆଗରେ ସତ ମାନିଛି ଗୋବିନ୍ଦ ସାହୁ । ଗୋବିନ୍ଦ ସମ୍ପର୍କରେ ମମିତା ଜାଣିଥିଲେ କିଛି ବଡ଼ ଗୁମର । ଗୁମର କାହାକୁ ନ କହିବା ପାଇଁ ମମିତାଙ୍କୁ ଗୁହାରି ହୋଇଥିଲା । ଶପଥ ନକରିବାକୁ କହିବାରୁ ରାଗି ଯାଇଥିଲା ଗୋବିନ୍ଦ ।

ଉତକ୍ଷିପ୍ତ ହୋଇ କାରର ପଛପଟ ସିଟରେ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ । ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳିବାକୁ ସହଯୋଗୀ ରାଧେକୁ କହିଥିଲା । ମୁନସୀକୁ କହି କାଡବୋର୍ଡ ପ୍ରସ୍ତୁତ ରଖାଯାଇଥିଲା । ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଯାଇଥିଲା । ମୃତଦେହରେ କାଠ ଓ ଟାୟାର ପକାଇ ଜାଳି ଦେଇଥିଲା ଗୋବିନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ