Masthead

ବୁମ୍ରାଙ୍କ ସଟରେ ଗ୍ରୀନ ଆହାତ

(ବଡ଼ ଖବର ବ୍ୟୁରୋ): ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଥିବା କେମରିନ ଗ୍ରୀନ ଶୁକ୍ରବାର ଆହାତ ହୋଇଛନ୍ତି ।  ଅଭ୍ୟାସ ମ୍ୟାଚରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। ବୁମ୍ରାଙ୍କ ସଟ ସିଧାସଳଖ ଆସି ବୁମ୍ରାଙ୍କ ମୁଣ୍ଡରେ ବାଜିଥିଲା । ଯାହା ଫଳରେ ଗ୍ରୀନ ସେଠାରେ ବସିପଡ଼ିଥିଲେ । ଏହି ସମୟରେ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା ମହମ୍ମଦ ସିରାଜ ଗ୍ରୀନଙ୍କ ପାଖକୁ ଆସିଥିଲେ ।  ସିରାଜ ଗ୍ରୀନଙ୍କ ପାଖକୁ ଆସି ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିଥିଲେ । ପରେ ମେଡିକାଲ ଟିମ୍ ଗ୍ରୀନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଇଥିଲେ । ବଲ୍ ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡ଼ିଥିଲା । ଏହା ପରେ ମେଡିକାଲ  ଟିମଙ୍କ ସହ ଗ୍ରୀନ ପଡ଼ିଆ ବାହାରକୁ ଯାଇଥିଲେ । ଗ୍ରୀନଙ୍କ ବଦଳରେ କନକସନ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ପୋଟ୍ରିକ ରୋବଙ୍କୁ ସାମିଲ କରାଯାଇଥିଲା । ମ୍ୟାଚରେ ଥିବା ଆଉ ଦୁଇ ଦିନ ସେ ଖେଳିବେନି ବୋଲି ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ